ଝିଅର ମୃତ୍ୟୁ ପାଇଁ ଯୁବକଙ୍କୁ ଦାୟୀ କରି ଝିଅ ପରିବାର ଯୁବକଙ୍କ ନୁନପାଣି ଗାଁରେ ରାତିସାରା ଧାରଣା ଦେଇଛନ୍ତି।
ମାର୍ଚ୍ଚ ୧୯ରେ ବିଷ ପିଇ ଯୁବତୀ ଗୁରୁତର ହୋଇଥିଲେ। ଗତକାଲି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।
Credible Local News of Odisha