ଭୁବନେଶ୍ୱର ସ୍ଥିତ କଳିଙ୍ଗ ଡେରାଡେବିସ ତରଫରୁ ଆୟୋଜିତ ପର୍ବତାରୋହଣ ଅଂଶ ଗ୍ରହଣ କରିଥିବା କଳାହାଣ୍ଡି ପୁଅ ତଥା ପର୍ବତାରୋହୀ ଅଭିଜିତ ଦାସ ହିମାଚଳ ପ୍ରଦେଶର ୧୪୦୦ ହଜାର ଫୁଟ ଉଚ୍ଚରେ ଥିବା ହମତାପାସ ଶିଖରକୁ ଯାଇ ତ୍ରିରଙ୍ଗା ପତାକା ଉଡେଇ ଥିବାରୁ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।