ଓଡ଼ିଶା କେନ୍ଦୁପତ୍ର ସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ସଭାପତି ହୀରା ସିଂଦେଓଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ୫ଦାଫ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
Credible Local News of Odisha