ହକି ବିଶ୍ୱକପ: ୪ ଟିକେଟ କଳାବଜାରୀ ଗିରଫ

୧୦ ଗୁଣା ଦରରେ ହକି ଟିକେଟ ବିକ୍ରି କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ।

ଏହା ସହ ୮ ଟି ଟିକେଟ ଜବତ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes