ଆସନ୍ତା ୨୮ରେ ବିଜେଡି ସଂସଦୀୟ ଦଳର ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୮ରେ ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକ ବସିବ।

ସଂସଦରେ କେଉଁ ପ୍ରସଙ୍ଗ ଉଠିବ ସେ ନେଇ ଆଲୋଚନା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes