ହକି ବିଶ୍ୱକପ୍ ପାଇଁ କାଲିଠୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ

ରାଉରକେଲା ଷ୍ଟାଡିୟମର ବିର୍ସା ମୁଣ୍ଡାର ୨ ଓ ୬ ନଂ ଗେଟ୍‌ରେ ଟିକେଟ ମିଳିବ।

ଦିନ ୧୧ରୁ ସନ୍ଧ୍ୟା ୭ଟା ଯାଏଁ ଅଫ୍‌ଲାଇନରେ ଟିକେଟ ମିଳିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes