ଜାନୁଆରୀ ୨୬ରୁ ଆରମ୍ଭ ହେବ କଂଗ୍ରେସର ‘ହାତ ସେ ହାତ ଯୋଡ଼’ ଯାତ୍ରା

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କୁ ଅବଗତ କରାଯିବ। ୨ ମାସ ଧରି ଏହା ଚାଲିବ ।

ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes