କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନରେ ଶୁକ୍ରବାର ଏକାଦଶୀ ଠାରୁ ଶ୍ରୀରାଧା ଓ ଶ୍ରୀକୃଷ୍ଣ ଙ୍କ ମୃଣ୍ମୟୀ ମୃତ୍ତି ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ପୂଜକ ଭାବେ ପ୍ରମୋଦ କୁମାର ଦାଶ ,ଗୌର ଚନ୍ଦ୍ର ତ୍ରିପାଠୀ ଓଲୋକ ନାଥ ମିଶ୍ର ପୂଜା ନୀତି କାନ୍ତି ରେ ପୂଜା କରିଥିଲେ।
କର୍ତା ଭାବେ ଅରୁଣକୁମାର ଦାଶ ଦେଵନୀତି ସମ୍ପନ୍ନ କରିଛନ୍ତି । ଗ୍ରାମର ଯୁବକ ଚିରଞ୍ଜୀବ ଦାଶ, ଆର୍ଯ୍ୟ ପ୍ରସାଦ ଦାଶ, ପ୍ରକାଶ କୁମାର ଦାଶ,ଭଵତୋଶ ଶତପଥୀ,ଶକ୍ତି ଶେଖର କର,ସୁମିତ କୁମାର ପତି,ସୌମ୍ୟ ରଞ୍ଜନ ଦାଶ, ସୁଭମ ପତି,ତପନ କୁମାର କର, ସିଦ୍ଧାର୍ଥ କୁମାର ଦାଶ, ଗିରିଜା ଶଙ୍କର ମିଶ୍ର ସମିର ଦାଶ, ପ୍ରମୁଖ ଯୋଗ ଦେଇଥିଲେ।