ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଉପକରଣ ଓ ସାମଗ୍ରୀ ଚୋରି

ଜେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଂଚାୟତ ଝାଟିପଡା ପ୍ରାଥମିକ ବିଦ୍ୟାଳୟ ରୁ କେହି ଦୁର୍ବୃତ୍ତ ଗୁରୁବାର ରାତ୍ରି ରେ ବିଦ୍ୟାଳୟ ଷ୍ଟୋର ରୁମ ର ଚାବି ଭାଙ୍ଗି ପିଲା ମାନଙ୍କ ମଧ୍ୟାନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀ, ରୋଷେଇରେ ବ୍ୟବହୃତ ୨ ଟି ଡିସ ୨ କଢେଇ,୩ ବାଲଟି ସହ ଚୋରୀ କରି ନେଇଛି।

ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ପାଟଣା ଥାନା ରେ ଅଭିଯୋଗ କରି ଛନ୍ତି। ଘଟଣା ସ୍ଥଳରେ ପାଟଣା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ପହଞ୍ଚି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes