ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦଙ୍କ ପ୍ରବଚନ ଆୟୋଜିତ

ବିଶ୍ବାତ୍ମ ଚେତନା ପରିଷଦ ବଲାଙ୍ଗୀର ଏବଂ ଭଞ୍ଜଭାରତୀ ଭୁବନେଶ୍ୱରର ମିଳିତ ଆୟୋଜନରେ ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ବ୍ୟାପୀ ପରମ ହଂସ ସ୍ୱାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ଦିବ୍ୟ ପ୍ରବଚନ ସ୍ଥାନୀୟ ଜୟଦେବ ଭବନ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଯାଇଛି ।

ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସ୍ୱାମୀଜୀଙ୍କ ଶତାଧିକ ଶିଷ୍ୟ, ଓ ଶ୍ରଦ୍ଧାଳୁ ଯୋଗଦେଇ ସ୍ୱାମୀଜୀଙ୍କ ମୁଖରୁ ଦିବ୍ୟ ପ୍ରବଚନ ଶ୍ରବଣ କରିଛନ୍ତି । ସ୍ୱାମୀଜୀ ସରଳ ଓ ସାଵଲୀଳ ଶୈଳୀରେ ଶ୍ରୀମଭାଗବତ ମହାପୁରାଣାନ୍ତର୍ଗତ ଗୋପୀଗୀତ ରେ ଶ୍ରୋତାଙ୍କୁ ଭାବ ବିହ୍ଵଳ କରାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes