ସ୍ବାମୀ ଦୟାନନ୍ଦ ସରସ୍ଵତୀଙ୍କ ଜନ୍ମ ବାର୍ଷିକୀ ପାଳିତ

ଆଜି ସୁବର୍ଣ୍ଣପୁର ବେଦ ପ୍ରଚାର ସମିତି ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଖମ୍ବେଶ୍ୱରୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ସ୍ବାମୀ ଦୟାନନ୍ଦ ସରସ୍ଵତୀଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକାବନ କୁଣ୍ଡୀୟ ବୈଦିକ ବିଶ୍ଵ ଶାନ୍ତି ମହାଯଜ୍ଞ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵାମୀ ସୁଧାନନ୍ଦ ସରସ୍ଵତୀ ଏଥିରେ ପୌରୋହିତ୍ୟ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes