ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଗଡ଼ ଶିମିଲିପାଳ ଅଞ୍ଚଳରେ ଏହି ଘଟଣା ଘଟିଛି।
ସ୍ୱାମୀ ନିସ୍ତାର ବାଗର କାଠ ଫାଳିଆ ମାଡରେ ସ୍ତ୍ରୀ ପୂଜା ବାଗର ମୃତ୍ୟୁ ହୋଇଛି। ପୁଲିସ ସ୍ୱାମୀକୁ ଅଟକ ରଖି ପଚରଉଚରା କରୁଛି।
Credible Local News of Odisha