ଭୁବନେଶ୍ୱର ମାର୍କେଟ ବିଲ୍ଡିଂର ଏକାଧିକ ଦୋକାନ ସିଲ

ବିଭିନ୍ନ ଅନିୟମିତତା ଓ ବକେୟା ବିଲ୍ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ଭୁବନେଶ୍ବର ମହାନଗର ନିଗମ ଓ ଜିଏ ବିଭାଗ।

ମାର୍କେଟ ବିଲ୍ଡିଂର ୭୪ଟି ଦୋକାନରୁ ୩୨ ଦୋକାନରେ ଭଡ଼ା ବାକି ରହିଛି। ଏହି ଦୋକାନଗୁଡ଼ିକ ୨୦୧୭ରୁ ଭଡ଼ା ଦେଇନଥିବା ବେଳେ ସାଢ଼େ ୩ କୋଟିରୁ ଅଧିକ ବକେୟା ପଡିଥିବା ବିଏମସି ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes