ସ୍ୱାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ

ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଶିରିଆପାଳ ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ କଳି ହେବା ପରେ ଜଣେ ମହିଳା ପିଟି ପିଟି ସ୍ୱାମୀଙ୍କୁ ହତ୍ୟା କରିଥିବା ପୁଲିସ ଆଜି କହିଛି l

ଘଟଣା ପରେ ମହିଳା ଜଣଙ୍କ ପିଲାଙ୍କୁ ନେଇ କୁଆଡେ ଚାଲିଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes