ସରିଲା ତିନି ରଥର ନାହାକା ଚକ ପ୍ରସ୍ତୁତି

ପୁରୀରେ ଆଉ ୪ ଦିନପରେ ପବିତ୍ର ଭଉଁରୀ ତିଥିରେ ଚକଡେରା ଅନୁକୂଳ ହେବାକୁ ଥିବାବେଳେ ତିନିରଥର ନାହାକା ଚକ ପ୍ରସ୍ତୁତି ସରି ନାହାକା ଅଖ କାମ ଅନୁକୂଳ ହୋଇଛି ।

ଏମିତିକି ତାଳଧ୍ଵଜ ରଥର ୫ଟି,ଦେବଦଳନ ରଥର ୪ଟି ଏବଂ ନନ୍ଦିଘୋଷ ରଥର ୬ଟି ରଥର ଚକ ନିର୍ମାଣ ଶେଷ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes