ସ୍ୱଚ୍ଛତା ଓ ପରିମଳ ନେଇ ତାଲିମ ଶିବିର ଅନୁଷ୍ଠିତ

ଜୁଯୋମୁରା ବ୍ଳକ କବରାପାଲି ଠାରେ ଆଜି ସଂୟସହାୟକ ଗୋଷ୍ଠୀ ମାନଙ୍କୁ ନେଇ ସ୍ୱଚ୍ଛତା ଓ ପରିମଳ ନେଇ ସ୍ୱତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

କବରାପାଲିର ମହାଲକ୍ଷ୍ମୀ ମହାସଂଘ ତରଫରୁ ଆୟୋଜିତ ଏହି ତାଲିମ ଶିବିରରେ ଜୁଯୋମୁରା ବ୍ଳକର କବରାପାଲି ପଞ୍ଚାୟତ ସମେତ ଜମନକିରା ବ୍ଳକର ମଧ୍ୟ ବିଭିନ୍ନ ପଞ୍ଚାୟତରୁ ମହିଳା ସଂୟସହାୟକ ଗୋଷ୍ଠୀର ସଭ୍ୟମାନେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes