ଶ୍ରେଷ୍ଠ ଭିଡିଓ ଉତ୍ତୋଳନ କରିଥିବା ପ୍ରତିଯୋଗି ପୁରସ୍କୃତ

ଆଜି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ଅନ୍ଧାରୀ ଗ୍ରାମ ଠାରେ ଖୁବେଲ ମେରୁ ଯାତ୍ରାର ଶ୍ରେଷ୍ଠ ଭିଡିଓ ଉତ୍ତୋଳନ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା ।

ଅନ୍ଧାରୀ ଗ୍ରାମର ୟୁଟ୍ୟୁବର ସଞ୍ଜିବ ବିଶ୍ୱ।ଲ ଏହି ପ୍ରତିଯୋଗିତା ଅନୁଷ୍ଠିତ କରିଥିବା ବେଳେ ଏଥିରେ ମୋଟ ୩୮ ଜଣ ପ୍ରତିଯୋଗି ଭାଗନେଇଥିବା ବେଳେ ସବୁଠାରୁ ଶ୍ରେଷ୍ଠ ଭିଡିଓ ଉତ୍ତୋଲନ କରିଥିବା ଶ୍ରେଷ୍ଠ ୩ ଜଣ ପ୍ରତିଯୋଗି ମାନଙ୍କୁ ଆଜି ଚୟନ କରାଯାଇ ପୁରସ୍କାର ଦିଆଯାଇଥିଲା । ଏଥିରେ ଲାଙ୍ଗବାହାଲ ଜୋସ୍ମାରାଣୀ ନାୟକ ପ୍ରଥମ ପୁରସ୍କାର ପାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes