ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଦିଆଗଲା ତାଲିମ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଟିଆଲପଦା ଠାରେ ଥିବା ମହାଲକ୍ଷ୍ମୀ ଉତ୍ପାଦନ ଗ୍ରୁପରେ ଥିବା ମହିଳା ମାନଙ୍କୁ ଆଜି ଅପରାହ୍ଣରେ ବିଭିନ୍ନ ସାମଗ୍ରୀ ଉପରେ ତାଲିମ ଦିଆଯାଇଥିଲେ ।

ଏହା ଦୁଇ ଦିନ ଧରି ଚାଲିବାକୁ ଥିବାବେଳେ ଏଠାରେ ଗ୍ରୁପରେ ଥିବା ମହିଳା ମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes