ଏମାର ମଠ ସ୍ଥାନରେ ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ଏଏସଆଇ ଟିମ

ଦୁଇଦିନ ତଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଏମାର ମଠ ସ୍ଥାନରୁ ଏକ ପ୍ରାଚୀନ ସିଂହ ମୂର୍ତ୍ତି ମିଳିଥିଲା l

ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀ, ନିର୍ମାଣ ଦାୟିତ୍ୱ ନେଇଥିବା ଓବିସିସି, ଟାଟା ପ୍ରୋଜେକ୍ଟର କର୍ମକର୍ତ୍ତା ଏବଂ ଏଏସଆଇ ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes