ସ୍ଵଚ୍ଛତା ରଥର ଶୁଭାରମ୍ଭ କଲେ ଏବିଡିଓ

ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ସମସ୍ତ ୧୬ଗୋଟି ପଞ୍ଚାୟତକୁ ଘୁରିବ ସ୍ଵଚ୍ଛତା ରଥ ।

ଏହାକୁ ଆଜି ବିନିକା ବ୍ଳକ ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବ୍ଲକର ସମସ୍ତ କର୍ମଚାରୀ,ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes