ଲଜ୍‌ରୁ ଜବତ ଟଙ୍କା ଜମା କଲା କଣ୍ଟାବାଞ୍ଜି ପୁଲିସ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଏକ ଲଜ୍‌ରୁ ଟଙ୍କା ଜବତ ଓ ହେରଫେର ଘଟଣାରେ ତତ୍କାଳୀନ ଏସଡିପିଓ ଦର୍ଶାଇଥିବା ୫୮ ଲକ୍ଷ ୫୨ ହଜାର ଟଙ୍କା ବ୍ୟାଙ୍କ୍‌ରେ ଜମା କଲା ପୁଲିସ।

ଟଙ୍କା ଜବତ ହୋଇଥିବା ଅନ୍ନପୂର୍ଣ୍ଣା ଲଜ୍‌ର ୨ଟି ରୁମରେ ତାଲା ପକାଇଲେ ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes