ସ୍ବାସ୍ଥ୍ୟମେଳାରେ ବସ୍ତି ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟସେବା

ସାତ ନମ୍ବର ୱାର୍ଡ ଶୈଳଶ୍ରୀ ବିହାରଠାରେ ଆଜି ସାଂସଦ ଅପରାଜିତା ଷଢଙ୍ଗୀ ସ୍ଥାନୀୟ ବସ୍ତି ବାସିନ୍ଦଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ମେଳା ଉଦଘାଟନ କରିଥିଲେ l

ଅଜିତା ଏବଂ ସମର୍ଥ ସ୍ବେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ବସ୍ତି ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରିଥିବା ସ୍ୱାସ୍ଥ୍ୟସେବାର ଏହା ହେଉଛି ପ୍ରଥମ ସ୍ୱାସ୍ଥ୍ୟ ମେଳା l ଆଗାମୀ ଚାରିମାସ ମଧ୍ୟରେ ଏହିପରି ଚାଳିଶଟା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes