ପାହାଡଶ୍ରୀଗିଡା କଲେଜରେ ମାଗଣା ସ୍ବାସ୍ଥ୍ଯ ଶିବିର

ଆଜି ଅତାବିରା ବ୍ଲକ ଅଧିନ ପାହାଡଶ୍ରୀଗିଡା କଲେଜରେ ମାଗଣା ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରଟିକୁ ବିକାଶ ଗ୍ରୁପର ଅଧ୍ଯକ୍ଷ ଡି ମୁରଲୀ କ୍ରିଷ୍ଣା ଫିତାକାଟି ଉଦଘାଟନ କରିଥିଲେ । ସମୁଦାୟ ୫୨୫ ଜଣଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes