ବୌଦ୍ଧ ଜିଲ୍ଲା ବାଘପାଲି ଗାଁରେ ପ୍ରେମିକ ଘର ଆଗରେ ଧାରଣା ଦେବା ବେଳେ ହାତ କାଟିଛନ୍ତି ଯୁବତୀ।
ଗୁରୁତର ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଯୁବକ ଜଣକ ମନ୍ଦିରରେ ବିବାହ କରି ପ୍ରତାରଣା କରିଥିବା ଅଭିଯୋଗ କରି ଧାରଣା ଦେଇଥିଲେ ଯୁବତୀ।
Credible Local News of Odisha