ବାଲି ଚୋରାଚାଲାଣ ଗାଡ଼ିକୁ ଜବତ କଲା ରାଜସ୍ବ ବିଭାଗ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ଘାଟରୁ ଅବାଧରେ ବାଲି ଚୋରାଚାଲାଣ କରି ନେଉଥିବା ଏକ ହାଇୱାକୁ ଆଜି ଅପରାହ୍ନ ୩ଘଣ୍ଟା ୩୦ମିନିଟ ସମୟରେ ସ୍ଥାନୀୟ ରାଜସ୍ବ ବିଭାଗ କର୍ମଚାରୀ ବିନିକା ଏନଏସି ସମ୍ମୁଖରେ ଅଟକ ରଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes