ସ୍କୁଲ ଭ୍ୟାନ ଓଲଟି ୪ ଆହତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଭ୍ୟାନଟି ପିଲାଙ୍କୁ ନେଇ ବାସୁଲେଇ ଶିଶୁ ବିଦ୍ୟାମନ୍ଦିରରୁ ଆସୁଥିଲା।ଦୁର୍ଘଟଣାରୁ ଅନ୍ୟ ୧୨ ଛାତ୍ରଛାତ୍ରୀ ବର୍ତ୍ତି ଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes