ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବିଚିକୋଟ ଉଚ୍ଚ ପ୍ରାଥମିକ ସ୍କୁଲରେ ଆଜି ଖେଳ ଛୁଟି ସମୟରେ ସ୍କୁଲ ଗେଟ ପଡି ଯିବାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିଲେ l
ତାଙ୍କୁ ଗୁଣୁପୁର ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି l
Credible Local News of Odisha