ସୌଭାଗ୍ୟପଡ଼ାରେ ନଳକୂପ ଖନନ ଦାବି

କଳାହାଣ୍ଡି ଜିଲ୍ଲା କୋକସରା ସୌଭାଗ୍ୟ ପଡ଼ାରେ ନଳକୂପ ନଥିବାରୁ ବାଧ୍ୟ ହୋଇ ଲୋକେ ଖରାରେ ଚାଲି ନିକଟସ୍ଥ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ।

ତେଣୁ ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧି ଉକ୍ତ ପଡ଼ାରେ ନଳକୂପ ଖନନ କରିବାକୁ ଦାବି ହେଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes