ବାଲେଶ୍ଵର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷ୍ଣୁପୁର ଅଞ୍ଚଳକୁ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗସ୍ତ କରି ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।
ତାଙ୍କ ସହ ବିଧାୟକ ପର୍ଶୁରାମ ଧଡା ଏବଂ ବିଡିଓ ତଥା ଅନ୍ୟ ଅଧିକାରୀମାନେ ମଧ୍ଯ ଗ୍ରାମମାନଙ୍କରେ ବୁଲି ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।