ସୋନ ଡ୍ୟାମରୁ ମୃତ ଦେହ ଉଦ୍ଧାର

ଆଜି କପ୍ତିପଦା ଥାନା ସୋନୋ ଡ୍ୟାମରୁ ପଥରରେ ବନ୍ଧା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ପୁଲିସ ଉଦ୍ଧାର କରିଛି ।

ମୃତକ ଜଣକ ବାବାହାଳୀ ଗ୍ରାମର ରାମାଏ ସିଂ । ସୂଚନାନୁସାରେ ଗତ ସୋମବାର ଠାରୁ ନିଜ ଶ୍ୱଶୁର ଘର ଉପିସାହି ଯିବା ନିମନ୍ତେ ଘରୁ ବାହାରି ଆସିଥିଲେ ରାମାଏ ହେଲେ ଶଶୁର ଘର କୁ ଆସି ନଥିଲେ । ପରିବାର ଲୋକେ ଆଜି ଥାନା
ରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହକୁ ଡ୍ୟାମରୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes