ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ଆଜି ଉଡାପର୍ବ ଅନୁଷ୍ଠିତ ହୋଇଛି।
ମାନସିକ ବ୍ରତଧାରୀ ଭକ୍ତ ମାନେ ଦେହରେ କଣ୍ଟା ଫୋଡି ଉକ୍ତ ଉଡା ପର୍ବ ବାରିପଦାର ବଡ଼ବଜାର ସ୍ଥିତ ବଡ଼ଦାଣ୍ଡରେ ଅନୁଷ୍ଠିତ କରିଛନ୍ତି। ପୂଜାର୍ଚ୍ଚନା ସହ ଭକ୍ତିର ସହ ଉଡାପର୍ବ ପାଳିତ ହେଉଥିବା ବେଳେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
Credible Local News of Odisha