ସୋନପୁର ବୁଢ଼ୀମା ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ

ଆଜି ସୋନପୁର ସହର ଢେରାପଡ଼ା ଠାରେ ବୁଢ଼ୀମା ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଯଜ୍ଞ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଭାବରେ ମେଘନାଦ ପାଣିଗ୍ରାହୀ ଓ ରାଧେଶ୍ୟାମ ପୁରୋହିତ ଏବଂ ରାମଚନ୍ଦ୍ର ପାତ୍ର ଓ ଜ୍ୟୋତିର୍ମୟୀ ପାତ୍ର କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes