କ୍ରୀଡା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ

କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି କୋଣାର୍କ ପୌରାଞ୍ଚଳ ଏବଂ କାକଟପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବା ସହ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି l

କୋଣାର୍କର ଇନଡୋର ହଲ ଏବଂ କାକଟପୁରର ମିନି ଷ୍ଟାଡିଅମ ନିର୍ମାଣ ନେଇ ସେ ଆଲୋଚନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes