ସୋନପୁର ତ୍ରୀବେଣୀ ସଙ୍ଗମ‌ ଠାରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ

ସୋନପୁର ସ୍ଥିତ ରାମେଶ୍ବର ତ୍ରୀବେଣୀ ସଙ୍ଗମ‌ ଠାରେ ଆଜି ସନ୍ଧ୍ୟାରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।‌

ଏଥିରେ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes