ବଲାଙ୍ଗିର ଆର ଟି ଓ ଅଫିସ ପକ୍ଷରୁ ହେଲମେଟ ଚେକିଂ

ଆଜି ବଲାଙ୍ଗିର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ, ଭାରପ୍ରାପ୍ତ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ -ଲୋକନାଥ ମେହେରଙ୍କ ନେତୃତ୍ୱରେ
ବଲାଙ୍ଗିର-ଟିଟିଲାଗଡ଼ ରୋଡ଼ର ଆର ଟି ଓ ଅଫିସ ଛକ, ବିଜାଖମନ ଓ ସମ୍ବଲପୁର ରୋଡଠାରେ,ବଲାଙ୍ଗୀର ପୁଲିସ ସହାୟତାରେ   ହେଲମଟ ଚେକିଂ  କରାଯାଇ ୧୫୦ଜଣଙ୍କ ବିରୁଦ୍ଧରେ ବିନା ହେଲମେଟରେ ଚାଲାଣ କଟାଯାଇଥିଲା ଏବଂ ୨୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରା ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes