ସେବା ସମିତି ଆନୁକୂଲ୍ୟରେ ନାରୀ ସଶକ୍ତିକରଣ ଦିବସ ପାଳିତ

ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଳକ୍ ପରିସରରେ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ନାରୀ ସଶକ୍ତିକରଣ ଦିବସ ପାଳିତ ହୋଇଛି ।

ଆଇନ ସେବା ସମିତିର ଅକ୍ଷମ ମାନ୍ୟବର ବିଚାରପତି ନିହାର ରଞ୍ଜନ ଲେଙ୍କା ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଅତିରିକ୍ତ ଦୌରାଜଜ ବିଚାରପତି ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes