ସେନାକୁ ଅଧିକ ସୁଦୃଢ କରିବାକୁ ଅଗ୍ନିପଥକୁ ଅଣାଯାଇଛି

ଦେଶହିତ ପାଇଁ ସେନାକୁ ଅଧିକ ସୁଦୃଢ କରିବା ପାଇଁ ଅଗ୍ନିପଥ ଯୋଜନାକୁ ଅଣାଯାଇଛି l ଏଥିପାଇଁ ସମସ୍ତଙ୍କ ସାହାଯ୍ୟ କାମନା କେନ୍ଦ୍ର ସରକାର କରୁଛନ୍ତି l ବିରୋଧୀଙ୍କୁ ଅନୁରୋଧ କରୁଛି ଏ ଯୋଜନାକୁ ବୁଝନ୍ତୁ ଏବଂ ସମସ୍ତଙ୍କ ବୁଝାନ୍ତୁ ବୋଲି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes