ସୁରକ୍ଷା କର୍ମୀ ଓ ଝାଡୁଦାର ଯୋଗାଣକୁ ନେଇ ଟେଣ୍ତର

ବରଗଡ ଜିଲ୍ଲା ସମ୍ବଲପୁରୀ ବସ୍ତ୍ରାଳୟକୁ ଗୋଟିଏ ଝାଡୁଦାର ଓ ୧୧ଟି ସୁରକ୍ଷା କର୍ମୀ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ଅଗଷ୍ଟ ମାସ ୦୧ ତାରିଖ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes