ବିଧାନସଭା ସାମ୍ନାରେ ମା, ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ପୁଲିସ ଅଭିଯୋଗ ଶୁଣୁ ନଥିବା ଅଭିଯୋଗ କରି ମା’ଝିଅ ବାଲେଶ୍ଵରରୁ ଆସି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।

ଆତ୍ମାହୁତି ପୂର୍ବରୁ ମା ଓ ଝିଅକୁ କାବୁ କଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes