ସୁବଳୟା ଶନି ମନ୍ଦିରରେ ସଂକ୍ରାନ୍ତି ବ୍ରତ ପାଳନ

ଆଜି ସୁବଳୟା ଶନି ମନ୍ଦିରରେ ଆଷାଢ଼ ମାସର ପବିତ୍ର ସଂକ୍ରାନ୍ତି ବ୍ରତ ପାଳନ ହୋଇଛି l

ଏହି ଅବସରରେ ଆଜି ସକାଳେ ବ୍ରତାଧାରୀମାନେ ଧୂପ ଦୀପ ନୈବେଦ୍ୟ ଅର୍ପଣ ପୂର୍ବକ ପ୍ରଭୁ ଶନିଦେବଙ୍କ ପୂଜାର୍ଚନା କଲା ପରେ ମଧ୍ୟାହ୍ନରେ ଶନିଦେବଙ୍କ ନିକଟରେ ଅର୍ଣ୍ଣ ଭୋଗ ଲାଗିକରି ବ୍ରତାଧାରୀମାନେ ସାମୁହିକ ପ୍ରସାଦ ସେବନ କରିଥିବା ଦେଖାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes