ରଥଖଳାରେ କାମ ବେଳେ ଦୁଇ ସେବକ ଆହତ

ବଡ଼ଦାଣ୍ଡରେ ଆଜି ରଥ ଖଳାରେ ନନ୍ଦିଘୋଷ ରଥର ଦୁଇ ସେବକ କାହ୍ନୁ ମହାପାତ୍ର ଓ ବିଷ୍ଣୁ ଭୋଇଙ୍କ ହାତ ଛେଚି ହୋଇ ରକ୍ତ ବାହାରିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes