ସୁବଳୟା ଗ୍ରାମ ପାଞ୍ଚୟତରେ ଶିଶୁଙ୍କ ପାଇଁ ଦିନଟିଏ ଅନୁଷ୍ଠିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପାଞ୍ଚୟତରେ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରୋମଦ ମହାପାତ୍ର ମୁଖ୍ୟ ଅତିଥିବଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ଉପରେ ଆଲୋକପାଥ କରିଥିଲେ l ଏହି କାର୍ଯ୍ୟକ୍ରମରେ ସୁବଳୟାର ସମସ୍ତ ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଏବଂ ମହିଳା ମାନେ ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes