ସୁବଳୟାରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗ୍ରାମ ପାଞ୍ଚୟତରେ ସରପଞ୍ଚ ପ୍ରୋମଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି l

ତେବେ ଏହି କାର୍ଯ୍ୟକ୍ରମରେ ଭି:ଆର:ପି ବୁଲିରାଣୀ ପଧାନ ଉପସ୍ଥିତ ଜନତାଙ୍କ ସହିତ ଗ୍ରାମପଞ୍ଚୟତରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes