ଆଜି ପବିତ୍ର ସାବିତ୍ରୀ ବ୍ରତ ହୋଇଥିବା ବେଳେ ସୁବଳୟା ଅଂଚଳର ପ୍ରତ୍ୟକ ପୁରପଲ୍ଲୀରେ ଗୃହିଣୀମାନେ ସ୍ୱାମୀ ମାନଙ୍କର ଦୀର୍ଘ ଜୀବନ କାମନା କରି ନିର୍ଜଳା ଉପବାସ ରଖି ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି।
Credible Local News of Odisha