ରେଳ ଷ୍ଟେସନରୁ ୩୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଜଣେ ବ୍ୟକ୍ତି ୩୪ କେଜି ଗଞ୍ଜେଇ ନେଇ ଭୁବନେଶ୍ୱରରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ରେଳବାଇ ପୁଲିସ ଧରିଛି।

ଗିରଫ ଅଭିଯୁକ୍ତ ପ୍ରଦୀପ ରାଠୋଡ଼ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes