ସୁବର୍ଣ୍ଣପୁର ଜିଲ୍ଲା ଦେଇ ବିଜୁ ଏକ୍ସପ୍ରେସ୍ ୱେ’ ନିର୍ମାଣ ଦାବି

ସମ୍ବଲପୁର ଠାରୁ କନ୍ଧମାଳକୁ ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଓ ଶଗଡା ଦେଇ ବିଜୁ ଏକ୍ସପ୍ରେସ୍ ୱେ’ ନିର୍ମାଣ କରାଯିବାକୁ ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ରାଜ୍ୟ ସରକାରଙ୍କ ଠାରେ ନିବେଦନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes