ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖନଡହତା ପନ୍ଚାୟତ ର ଖନଡହତା ଗଡଭିତର ଠାରେ ମାହେଶ୍ୱରୀ ଦେବୀ ଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ସୁନ୍ଦରକାଣ୍ଡ ପରାୟଣ ଅନୁଷ୍ଠିତ ଆଜି ହୋଇଥିଲା।

ଏଥିରେ ବ୍ୟାସ ଭାବରେ ପ୍ରାପ୍ତି ଆଚାର୍ଯ୍ୟ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes