ମୋ ସ୍କୁଲ ହକି କ୍ଲବ ଉଦଘାଟିତ

ଢେଙ୍କାନାଳ ସହରରେ ଜିଲ୍ଲା ପ୍ରଶାସନ ସହାୟତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳ ଠାରେ ମୋ ସ୍କୁଲ ହକି କ୍ଲବ ଉଦଘାଟିତ ହୋଇଛି।

ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes