ସୁନ୍ଦରଗଡରେ ଦିନକରେ ୧୫୭ କରୋନାରେ ଆକ୍ରାନ୍ତ August 7, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ୧୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l