ଆଜିଠାରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରିଛି ପାଣିପାଗ ବିଭାଗ।
ବର୍ଷା ଜଳ ନିଷ୍କାସନ ପାଇଁ ଚାଷୀଙ୍କୁ ସୂଚନା ଜାରି କରାଯାଇଛି। ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିବ, ତେଣୁ ଯାତାୟାତରୁ ନିବୃତ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Credible Local News of Odisha